You are here
Home > New Year Status > ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ : ୫୪ ବର୍ଷ ବୟସରେ ଆଖି ବୁଜିଲେ ବଲିଉଡ଼୍ ଅଭିନେତା

ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ : ୫୪ ବର୍ଷ ବୟସରେ ଆଖି ବୁଜିଲେ ବଲିଉଡ଼୍ ଅଭିନେତା


କନକ ବ୍ୟୁରୋ : ବଲିଉଡ଼ର ଲୋକପ୍ରିୟ ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ । ୫୪ ବର୍ଷରେ ପ୍ରାଣ ହରାଇଲେ ଅଭିନେତା ଇରଫାନ୍ ଖାନା ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ଥିଲେ ଇରଫାନ୍ ଖାନ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା । Colon infectionରେ ପୀଡ଼ିତ ଥିଲେ ଅଭିନେତା ।

ଆଗକୁ ପଢନ୍ତୁ

ଇରଫାନ୍ ଖାନଙ୍କ ଦେହାନ୍ତ ବିଷୟରେ ବଲିଉଡ଼ର ନିର୍ଦ୍ଦେଶକ ସୁଜିତ ସରକାର ଖବର ଦେଇଛନ୍ତି । ଅଭିନେତାଙ୍କ ଦେହାନ୍ତରେ ଅତି ଭାବୁକ ହୋଇ ଏକ ଟ୍ୱିଟ ପୋଷ୍ଟ କରିଛନ୍ତି ସୁଜିତ ସରକାର । ସେ ଲେଖିଛନ୍ତି ‘ମୋର ପ୍ରିୟ ବନ୍ଧୁ , ତୁମେ ଲଢ଼ି ଓ ଲମଇଲ । ମୁଁ ତୁମ ପାଇଁ ସବୁବେଳେ ଗର୍ବର୍ାନ୍ୱିତ । ଆମେ ପୁଣି ଥରେ ମିଳିାବର । ଓମ୍ ଶାନ୍ତ । ଇରଫାନ୍ ଖାନଙ୍କୁ ସଲାମ୍ । ଅଭିନେତାଙ୍କ ଦେହାନ୍ତରେ ବଲିଉଡ଼୍ ସ୍ତବ୍ଧ  । ବଲିଉଡ଼ରେ ଶୋକବର ଛାୟା ଖେଳିଯାଇଛି ।





Source link

Leave a Reply

Top
Bitnami