You are here
Home > New Year Status > କରୋନା ମୁକାବିଲା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ

କରୋନା ମୁକାବିଲା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ


କନକ ବ୍ୟୁରୋ : କରୋନା ମୁକାବିଲା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକ ବସିବ । ବୈଠକରେ କରୋନା ମୁକାବିଲା ରଣନୀତି ଉପରେ ମାନସମନ୍ଥନ କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ୨୦ଟି ଏଜେଣ୍ଡା ଉପରେ ଆଲୋଚନା କରାଯିବ । ଭିଡିଓ କନଫରେନ୍ସିଂ ଜରିଆରେ ସିଡିଏମଓଙ୍କ ବୈଠକ ହେବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ

ତେବେ ରାଜ୍ୟରେ ଯେପରି ଭାବରେ କରୋନା ବଢିବାରେ ଲାଗିଛି ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ମଧ୍ୟ ଅଂଟା ଭିଡିଛି । କେମିତି ଭାବରେ କରୋନାକୁ ରାଜ୍ୟରେ ରୋକାଯାଇପାରିବ ସେନେଇ ଆଜିର ବୈଠକରେ କିଛି ରଣନୀତି ସ୍ଥିର ହୋଇପାରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |





Source link

Leave a Reply

Top
Bitnami