You are here
Home > New Year Status > ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା

ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ହୋଇପାରେ ପରୀକ୍ଷା


କନକ ବ୍ୟୁରୋ: ଜୁନ ୧୭ ପରେ ହେବ ବାକି ରହିଯାଇଥିବା ପରୀକ୍ଷା । ଜୁନ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା କରାଯିବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ

ଛୁଟି ସମୟରେ ପଢାପଢି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ପିଜି ଏକକ ପ୍ରବେଶିକା ପରୀକ୍ଷା କୁଳପତି ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ।ଶିକ୍ଷା ବ୍ୟବସ୍ଥାର ସାଂପ୍ରତିକ ସ୍ଥିତିକୁ ନେଇ ୟୁଜିସି ୭ ଜଣିଆ କମିଟି କରିଛି । ୟୁଜିସି ରିପୋର୍ଟ ଆଧାରରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଅରୁଣ ସାହୁ କହିଛନ୍ତି ।





Source link

Leave a Reply

Top
Bitnami