You are here
Home > New Year Status > ଲେବର ରୁମରେ ଡ଼ାକ୍ତରଙ୍କୁ ଆକ୍ରମଣ | Kanak News

ଲେବର ରୁମରେ ଡ଼ାକ୍ତରଙ୍କୁ ଆକ୍ରମଣ | Kanak News


କନକ ବ୍ୟୁରୋ: ବ୍ରହ୍ମପୁରର ବଡ ମେଡିକାଲରେ ଗଣ୍ଡଗୋଳ ।  ଗଣ୍ଡଗୋଳରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଦେଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ମେଡିକାଲର ଲେବର ରୁମରେ ଏହି ଗଣ୍ଡଗୋଳ ହୋଇଛି ।  ଏହାକୁ ନେଇ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଛି । ମାମଲା ଥାନାରେ ପଂହଚିଛି ।  ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି,  ଡାକ୍ତରମାନେ  ଚିକିତ୍ସାରେ ଅବହେଳା କରିଛନ୍ତି ।





Source link

Leave a Reply

Top
Bitnami