You are here
Home > New Year Status

ରତ୍ନପଥରର ଚାଲିଛି ବେଧଡକ କାରବାର । ଏସଟିଏଫ ଜବତ କଲେ ୩ କ୍ୱିଂଟାଲରୁ ଅଧିକ ପରିମାଣର ଦାମୀ ପଥର, ବଜାର ମୂଲ୍ୟ ପାଖାପାଖି କୋଟିଏରୁ ଅଧିକ, ଜଣେ ଗିରଫ

କନକ ବ୍ୟୁରୋ : ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ତିନି କୁଇଣ୍ଟାଲ ଓଜନର ରତ୍ନପଥର ଜବତ କରିଛି।  ଏହି ରତ୍ନ ପଥର ଜବତ ହେବା ପରେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଛି । ଏହି ଘଟଣାରେ ସଂପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁଖ୍ୟତଃ ୩୦୨.୧୮ କିଲୋ

ପୁଣି ୬ ମୁଣ୍ଡ ନେଲା କରୋନା

କନକ ବ୍ୟୁରୋ : ଧୀରେ ଧୀରେ ବେକାବୁ ହେଉଛି କରୋନା । ଆଜି ପୁଣି ୬ ମୁଣ୍ଡ ନେଲା କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମୋଟ ୭୦ରେ ପଂହଚିଲାଣି । ତେବେ ସ୍ୱାସ୍ଥ୍ୟବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗଂଜାମରୁ ୪, କଟକରୁ ଜଣେ ଓ ଭୁବନେଶ୍ୱରରେ ଜଣେ ଆଖି ବୁଜିଛନ୍ତି । ଆଗକୁ ପଢନ୍ତୁ ଆଜି ମୋଟରେ ୨୩ ଜିଲ୍ଲାରୁ ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ

୨୩ ଜିଲ୍ଲାରୁ ୬୧୬ ନୂଆ ପଜିଟିଭ

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା । ଦିନ ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଜି ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ରହିଛି । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୬୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୨୩ ଜିଲ୍ଲାରୁ

କରୋନା ମାରିଦେଲା ମାନବିକତା | Kanak News

ଅନ୍ତିମ ସଂସ୍କାର ସଂସ୍କାର କଲା ପ୍ରଶାସନ କନକ ବ୍ୟୁରୋ: କରୋନା ମାରିଦେଲା ମାନବିକତା । ଅଳିଆଗଦାରେ ପଡିଛି କରୋନା ଯୋଦ୍ଧାଙ୍କ ମୃତ ଦେହ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଶ୍ରୀରାମନଗର ଶ୍ମଶାନରେ । ମୃତ ମହିଳା ଜଣକ କୋଙ୍କରୋଡା ପଂଚାୟତରେ କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡି ସୁପରଭାଇଜର ଅଶାନ୍ତ ପାତ୍ର । ମୃତ୍ୟୁ ପରେ ତାଙ୍କ ମୃତଦେହକୁ ମିଳିନାହିଁ ମାନବୀୟ ସମ୍ମାନ

ପରଲୋକରେ ମୟୂରଭଞ୍ଜର ରାଜମାତା : ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୩ ବର୍ଷ ବୟସରେ ଦେହାନ୍ତ

ପରଲୋକରେ ମୟୂରଭଞ୍ଜର ରାଜମାତା : ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୩ ବର୍ଷ ବୟସରେ ଦେହାନ୍ତ | Kanak News window.fbAsyncInit = function() { FB.init({ appId : '415531785512159', cookie : true,

ବିଳମ୍ବରେ ଆସିଲେ ଗାଡି ପ୍ରତ୍ୟାହାର | Kanak News

ବିଳମ୍ବରେ ଆସୁଥିବାରୁ ପଦକ୍ଷେପ କନକ ବ୍ୟୁରୋ: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ । ବିଳମ୍ବରେ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ପାଇଁ ଆଭିମୁଖ୍ୟ ଆପଣେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବରିଷ୍ଠ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ । ବିଭାଗୀୟ ଅଧିକାରୀଙ୍କୁ ସରକାର ଗାଡି ଯୋଗାଇ ଦିଆଯାଉଛି । ଆଗକୁ ପଢନ୍ତୁ ଏହାସତ୍ୱେ ଅଧିକାରୀମାନେ ସକାଳ ୧୦ଟାରେ ପହଂଚି

ପ୍ରତିଟି ନାଗରିକଙ୍କ ହେବ କୋଭିଡ୍ ଟେଷ୍ଟ

କନକ ବ୍ୟୁରୋ: ସାରା ବିଶ୍ୱରେ କାୟା ମେଲାଇ ମାଡି ଚାଲିଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଚିନ୍ତାର ବିଷୟ ହେଉଛି ଯେ, ଲକ୍ଷଣ ବଦଳାଇ ମାଡି ଚାଲିଥିବା ଏହି କୋଭିଡ-୧୯ ଭୁତାଣୁର ପ୍ରକୋପ ବର୍ତ୍ତମାନ ତିବ୍ର ହୋଇଥିବା ବେଳେ ଏହାକୁ ପ୍ରତିହତ କରିବାର ରାସ୍ତା କିନ୍ତୁ ବର୍ତ୍ତମାନ

ସୁଗନ୍ଧିତ ସାନିଟାଇଜର ମଣିଷ ଦେହରେ ସୃଷ୍ଟି କରିପାରେ ଘାତକ ସମସ୍ୟା

କନକ ବ୍ୟୁରୋ: କରୋନା ମହାମାରୀ କବଳରେ ଏବେ ସାରା ବିଶ୍ୱ ଅସହାୟ ହୋଇପଡିଛି । ଆଉ କରୋନାର କାୟାକୁ ରୋକିବା ପାଇ ବର୍ତ୍ତମାନ ପରିସ୍ଥିତିରେ ଭ୍ୟାକ୍ସିନର ଟେଷ୍ଟିଂ ଜାରି ରହିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ସୋସିଆଲ ଡିସଷ୍ଟାନ୍ସିଂ ଓ ମାସ୍କ ସହ ବାରମ୍ବାର ହାତକୁ ସଫା ରଖିବାକୁ ପରାମର୍ଶ ଦେଉଛନ୍ତି । ତେବେ ସାବୁନ-ପାଣି ନଥିଲେ ହାତକୁ ସାନିଟାଇଜର ଦ୍ୱାରା ମଧ୍ୟ ଜୀବାଣୁ ମୁକ୍ତ

ଚୀନ୍ ଉପରେ ଭାରୀ ପଡିବ ଭାରତୀୟ ଆପ

କନକ ବ୍ୟୁରୋ: ଭାରତୀୟ ବଜାରରେ ଆଉ ଚାଲିବନି ଚାଇନା ଆପର ରାଜ୍ । ଏଣିକି ଚାଇନା ଆପର ଜାଗା ନେବ ସ୍ୱଦେଶୀ ଆପ୍ । ଡାଟା ପ୍ରାଇଭେନ୍ସିକୁ ନଜରରେ ରଖି ଭାରତ ସରକାର ଚୀନର ପ୍ରାୟ ୫୯ଟି ଆପକୁ ଭାରତରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଭାରତରେ ବ୍ୟାନ ହୋଇଥିବା ଆପଗୁଡିକ ମଧ୍ୟରେ କ୍ୟାମ ସ୍କାନର ଏବଂ ଟିକଟକ୍ ଭଳି ଅନେକ ଲୋକପ୍ରିୟ ଆପ ସାମିଲ ହୋଇଥିବା

ଗାଡ଼ି ପଞ୍ଜୀକରଣ ପୂର୍ବରୁ ଫାସ‌ଟ୍ୟାଗ୍ ବିବରଣୀ ନେବାକୁ ନିର୍ଦେଶ : ଏଣିକି ନୂଆ ଗାଡ଼ି ପଞ୍ଜୀକରଣ ବେଳେ ଦେବାକୁ ପଡିବ ଫାସ‌ଟ୍ୟାଗ୍ ତଥ୍ୟ

ଗାଡ଼ି ପଞ୍ଜୀକରଣ ପୂର୍ବରୁ ଫାସ‌ଟ୍ୟାଗ୍ ବିବରଣୀ ନେବାକୁ ନିର୍ଦେଶ : ଏଣିକି ନୂଆ ଗାଡ଼ି ପଞ୍ଜୀକରଣ ବେଳେ ଦେବାକୁ ପଡିବ ଫାସ‌ଟ୍ୟାଗ୍ ତଥ୍ୟ | Kanak News window.fbAsyncInit = function() { FB.init({ appId : '415531785512159', cookie

Top
Bitnami