You are here
Home > New Year Status (Page 2)

ମରୁଭୂମିରେ ରାଜନୀତି ଝଡ | Kanak News

କନକ ବ୍ୟୁରୋ: ନିଜ ବାଗୀ ସ୍ୱଭାବକୁ ନେଇ କଂଗ୍ରେସ ପାର୍ଟି ତରଫରୁ ଦଣ୍ଡ ଭୋଗିଛନ୍ତି ସଚିନ୍ ପାଇଲଟ୍ । ଆଉ ପଦରୁ ବହିଷ୍କାର ହେବା ପରେ ନିଜ ସଫେଇରେ ପାଇଲଟ୍ କହିଛନ୍ତି ଯେ, ବିଜେପିରେ ଯୋଗ ଦେବେ ନାହିଁ । ଆଉ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ମଧ୍ୟ ତାଙ୍କର କୌଣସି ରାଗ କି ଅଭିମାନ ନାହିଁ । ସରାକରରେ ଥିବାବେଳେ ତାଙ୍କ ସ୍ୱରକୁ ଚପାଇ ଦେବାକୁ

ପ୍ଲାଜମା ଥେରାପି କଣ ? | Kanak News

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ ଅଳ୍ପ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ଏହି ଥେରାପିକୁ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବ୍ୟବହାର କରାଯାଉଥିବା ବେଳେ ଆଜି ଆମେ ଆପଣଙ୍କୁ ପ୍ଲାଜମା ଥେରାପି କ’ଣ ଏବଂ କେଉଁ ଲୋକମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ ସେ ବିଷୟରେ

ବିଏମଡବ୍ଲୁରେ ଆସିଲେ, ଅତି ବିଭତ୍ସ ଭାବେ ହତ୍ୟା କଲେ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ବୃତଙ୍କ ନୃଂଶସ କାଣ୍ଡ, ୪ ଜଣଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ : ଭୁବନେଶ୍ୱର-ବ୍ରହ୍ମପୁର ଜାତୀୟ ରାଜପଥରେ ବିଏମଡବ୍ଲୁ କାରରେ ବାରକୁ ମଦ ପିଇବାକୁ ଆସି ଛୁରାମାଡ କରିଛନ୍ତି ଯୁବକ । ମଦ କିଣିବା ବେଳେ ବାର୍ କର୍ମଚାରୀଙ୍କ ସହ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଛୁରାମାଡ କରି ଫେରାର ହୋଇଯାଇଥିଲେ ଯୁବକମାନେ । ପୋଲିସ ଦାମୀ ବିଏମଡବ୍ଲୁ କାର ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଏମଡବ୍ଲୁ କାରରେ ଆସି ଦୁବୃର୍ତ

ଗଞ୍ଜାମ ଏବେ କରୋନା ଗଡ଼? | Kanak News

କନକ ବ୍ୟୁରୋ: ଗଂଜାମରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ? ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଆଶଙ୍କା ଦେଖାଦେଇଛି । ବିଶେଷଜ୍ଞ ମାନେ ମଧ୍ୟ ଆଶଙ୍କା କରୁଛନ୍ତି, ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଆସିଥାଇପାରେ । ହେଲେ ଜିଲ୍ଲାପାଳ କହିଛନ୍ତି ଗଂଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଗଞ୍ଜାମତାରିଖ ଆକ୍ରାନ୍ତଜୁଲାଇ ୦୯ ୨୬୦ଜୁଲାଇ ୧୦ ୩୨୦ଜୁଲାଇ ୧୧ ୨୧୮ଜୁଲାଇ ୧୨ ୨୩୦ଜୁଲାଇ

ଔଷଧ ବାଣ୍ଟୁଥିଲେ ଟଳିପଡିଲେ | Kanak News

କନକ ବ୍ୟୁରୋ: ସେବା ଯୋଗାଇବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଖୋର୍ଦ୍ଧା ଜିଲ୍ଲାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ଲୋକଙ୍କ ସଚେତନ କରାଇବା ସହ ଔଷଧ ବାଂଟିବା ବେଳେ ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଓରବରସିଂ ପଂଚାୟତ ଦୁର୍ଗାପୁରର ଆଶା କର୍ମୀଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଆଶାକର୍ମୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଆଗକୁ ପଢନ୍ତୁ

ରାଜ୍ୟରେ ମାଗଣା ପ୍ଲାଜମା ଥେରାପି | Kanak News

କନକ ବ୍ୟୁରୋ: ମାଗଣାରେ ହେବ ପ୍ଲାଜମା ଥେରାପି । ରାଜ୍ୟରେ କରୋନା ରୋଗୀଙ୍କ ପ୍ଲାଜମା ଥେରାପି ମାଗଣାରେ କରାଯିବ । କରୋନା ମୁକାବିଲା ପାଇଁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଲା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୌଣସି ବି ପ୍ଲାଜମା ଥେରାପି ପାଇଁ ଦେୟ ଦେବାକୁ ପଡିବନି । ସରକାରଙ୍କ ଦ୍ୱାରା ଏହା ମାଗଣାରେ କରାଯିବ । ତେବେ କରୋନାକୁ ହରାଇବାକୁ ପ୍ଲାଜମା ଥେରାପି

ଏସସିବିରେ ଶୁଭାରମ୍ଭ ପ୍ଲାଜମା ଥେରାପି | Kanak News

କନକ ବ୍ୟୁରୋ: ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି ପ୍ରକ୍ରିୟା । ଭିଡିଓ କନଫରେନସିଂ ଶୁଭାରମ୍ଭ କଲେ ନବୀନ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏସସିବି

ବ୍ୟାନ୍ ପରେ ପୁଣି ଭାରତକୁ ଫିଟିବ କି ଟିକଟକ୍ ରାସ୍ତା ? ଜୁଲାଇ ୨୨ରେ ଆସିବ ବଡ଼ ଖବର ?

କନକ ବ୍ୟୁରୋ : ଗତ ଜୁନ ମାସ ୨୯ ତାରିଖରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଲୋକପ୍ରିୟ ଆପ୍ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ୍ କରିଥିଲେ ଭାରତ ସରକାର । ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ଟିକଟକକୁ ୭୯ଟ ପ୍ରଶ୍ନ କରିଥିଲେ କେନ୍ଦ୍ର ସରକାର । ଆଉ ୩ ସପ୍ତାହ ଅର୍ଥାତ ଜୁଲାଇ ୨୧ ସୁଦ୍ଧା ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଭାରତ ସରକାରଙ୍କୁ ଦେବାକୁ

ବାୟୁରେ କେତେ ଘଣ୍ଟା ଧରି ଉପସ୍ଥିତ ରହୁଛି କରୋନା ଭାଇରସ ?

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା କାୟା ମେଲାଇ ଚାଲିଥିବା ବେଳେ ମହାମାରୀ କୋଭିଡ-୧୯କୁ ନେଇ ବଡ ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ଗତ କିଛି ଦିନ ତଳେ ବିଶ୍ୱର ୩୨ଟି ଦେଶରୁ ୨୩୯ ଜଣ ବୈଜ୍ଞାନିକ ଦାବି କରିଥିଲେ ଯେ, ବାୟୁରେ ମଧ୍ୟ ବ୍ୟାପୁଛି ଏହି ଭୟଙ୍କର କରୋନା ଭାଇରସ । ବୈଜ୍ଞାନିକଙ୍କ ଏହି ତଥ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକାର କରିବା ସହ ଗାଇଡଲାଇନରେ

ଟଙ୍କା ପାଖରେ ନାହିଁ କିନ୍ତୁ ମନ୍ଦିର ଗଢିବା ପାଇଁ ଆଶା

କନକ ବ୍ୟୁରୋ : ସାଧାରଣ ବ୍ୟକ୍ତିଟିଏ ଯଦି ୧୦ ଟଙ୍କା ରୋଜଗାର କରେ ପ୍ରାୟ ୯ ଟଙ୍କା ନିଜ ପାଇଁ, ନହେଲେ ନିଜ ପରିବାର ପାଇଁ ଖର୍ଚ୍ଚ କରେ । ହେଲେ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଏହି ବୃଦ୍ଧଙ୍କ ମହତ ଉଦେଶ୍ୟ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ । ଦିବ୍ୟାଙ୍ଗ ବୃଦ୍ଧା ଜଣଙ୍କ ଭିକ ମାଗି ଯେଉଁ ଦୁଇ ପଇସା ରୋଜଗାର କରିଛନ୍ତି ସେଥିରେ ଠାକୁରଙ୍କ

Top
Bitnami