କଟକରେ ଖୋଲିବ ସପିଂ ମଲ୍ | Kanak News

ସନ୍ଧ୍ୟା ୭ରୁ ସକାଳ ୫ଯାଏ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ କନକ ବ୍ୟୁରୋ: ପ୍ରାୟ ସପ୍ତାହେ ଯାଏ ବନ୍ଦ ରହିବା ପରେ ଆଜିଠାରୁ ସ୍ୱାଭାବିକ ହେବ କଟକ ସହର । ସିଲଭରସିଟିରୁ ସଟଡାଉନ୍ ହଟିବା ସହ ଆଜିଠାରୁ ଦୋକାନ ବଜାର ଖୋଲିବ । ତେବେ ଏଥିରେ ଟିକେ ପରିବର୍ତନ ହୋଇଛି । ବର୍ତମାନ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତି ହୋଇଛି

ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

କନକ ବ୍ୟୁରୋ :  ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ, ସୋନପୁର,

ପ୍ରଥମ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ସଫଳ

କନକ ବ୍ୟୁରୋ : ମସ୍କୋରୁ ଆସିଛି ଏକ ଏମିତି ଖବର ଯାହା କିଛିଟା ଆଶ୍ୱସ୍ତି ଆଣିଦେଇଛି । ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି । କ୍ଲିନିକାଲ ଟ୍ରାଏଲ ଅର୍ଥାତ ଗୋଟିଏ ଟିକା ପ୍ରସ୍ତୁତ ହେବା ପରେ ଏହା ପ୍ରଥମେ ଜୀବଜନ୍ତୁଙ୍କ ଦେହରେ ପ୍ରୟୋଗ କରାଯାଏ । ଏଥିରୁ ସକରାତ୍ମକ ସୂଚନା ମିଳିଲେ ଏକ

ସିନ୍ଧିଆଙ୍କ ରାସ୍ତାରେ ସଚିନ୍! | Kanak News

ଆଜିର ବିଧାୟକ ଦଳ ବୈଠକ ଉପରେ ସମସ୍ତଙ୍କ ନଜର: ଗେହଲଟଙ୍କ ଅଭିଯୋଗ, ିଜେପି କରୁଛି ଘୋଡା ବେପାର କନକ ବ୍ୟୁରୋ: ରାଜସ୍ଥାନ କଂଗ୍ରେସରେ କ୍ଷମତା ଲଢେଇ । ଦଳରେ ଖୋଲାଖୋଲି ବିଦ୍ରୋହ ନାରା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଦିଲ୍ଲୀରେ ଥିବା ସଚିନ ଆଜି ରାଜସ୍ଥାନରେ ହେବାକୁ ଥିବା କଂଗ୍ରେସ ବିିଧାୟକ ଦଳ ବୈଠକରେ ଯୋଗ ଦେବେନି ବୋଲି ସଫା ସଫା କହିଛନ୍ତି । ମିଳିିଥିବା

ମଧ୍ୟପ୍ରଦେଶ ରାସ୍ତାରେ ରାଜସ୍ଥାନ । ରାଜନୀତିରେ ହଲଚଲ, ସରକାର ବଂଚାଇବାକୁ ସମସ୍ତ ବିଧାୟକଙ୍କୁ ଜୟପୁର ଡାକିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ସମର୍ଥକଙ୍କ ସହ ଦିଲ୍ଲୀରେ ଡେରା ପକାଇଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ଆରମ୍ଭ ହୋଇଛି ହଲଚଲ । ପୁଣି ଥରେ ପଦାରେ ପଡିଛି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ । ସଚିନ୍ ତାଙ୍କ ସମର୍ଥକମାନଙ୍କ ସହ ଦଳ ମୁଖ୍ୟଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବାବେେଳେ ଅନ୍ୟପଟେ ସରକାର ବଂଚାଇବାକୁ କସରତ ଆରମ୍ଭ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ । ସେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଜୟପୁର ଡାକିଛନ୍ତି

ମଧ୍ୟପ୍ରଦେଶ ରାସ୍ତାରେ ରାଜସ୍ଥାନ । ରାଜନୀତିରେ ହଲଚଲ, ସରକାର ବଂଚାଇବାକୁ ସମସ୍ତ ବିଧାୟକଙ୍କୁ ଜୟପୁର ଡାକିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ସମର୍ଥକଙ୍କ ସହ ଦିଲ୍ଲୀରେ ଡେରା ପକାଇଲେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ।

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ଆରମ୍ଭ ହୋଇଛି ହଲଚଲ । ପୁଣି ଥରେ ପଦାରେ ପଡିଛି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ । ସଚିନ୍ ତାଙ୍କ ସମର୍ଥକମାନଙ୍କ ସହ ଦଳ ମୁଖ୍ୟଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବାବେେଳେ ଅନ୍ୟପଟେ ସରକାର ବଂଚାଇବାକୁ କସରତ ଆରମ୍ଭ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ । ସେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଜୟପୁର ଡାକିଛନ୍ତି

ବାହାରିଲା କି କରୋନା ଟୀକା? | Kanak News

କନକ ବ୍ୟୁରୋ: କେବେ ଆସିବ କରୋନା ଟିକା? କେମିତି ମିଳିବ କରୋନାରୁ ମୁକ୍ତି? ଏନେଇ ଆମ ସମସ୍ତଙ୍କ ଭିତରେ ପ୍ରଶ୍ନ ଉଠୁଛି । ଲକଡାଉନ, ସଟଡାଉନ ଓ ସଙ୍ଗରୋଧର କଟକଣା ଭିତରେ କରୋନା ବିପଦ ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଉ ଠିକ୍ ଏତିକି ବେଳେ ଋଷିଆର ଏକ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି ।

ବଚ୍ଚନ ପରିବାରରେ ପଶିଲା କରୋନା | Kanak News

କନକ ବ୍ୟୁରୋ: ବିଭିନ୍ନ ଜାତୀୟ ବିଜ୍ଞାପନରେ କରୋନା ସହିତ ଲଢିବା ଏବଂ ସୁରକ୍ଷିତ ରହିବା ପାଇଁ ବାର୍ତା ଦେଉଥିବା ବିଗ ବି ଅମିତାଭ ବଚ୍ଚନ କରୋନା ପଜିଟିଭ । ଏହି ଖବର ସାରା ଦେଶବାସୀଙ୍କୁ ଦୁଃଖୀ କରିଦେଇଛି । ଶନିବାର ରାତିରେ ବିଗ ବି ଅମିତାଭ ବଚ୍ଚନ ନିଜେ ଟୁଇଟ କରି କରୋନା ପଜିଟିଭ ଥିବା ସୂଚନା ଦେଇଥିଲେ । କରୋନା ପିଜିଟିଭ ଚିହ୍ନଟ ହେବା ପରେ ଅମିତାଭଙ୍କୁ

ନବଦମ୍ପତିଙ୍କୁ କରୋନା ଡର | Kanak News

କନକ ବ୍ୟୁରୋ: କରୋନା ସଂକ୍ରମଣ ହାର ବଢି ବଢି ଚାଲିଥିବା ବେଳେ ପରିବାର ବଢାଇବା ପାଇଁ ଯୋଜନା କରିବାର ଏହା ଠିକ ସମୟ ନୁହେଁ ବୋଲି ବିଚାର କରୁଛନ୍ତି ଦମ୍ପତି । ଏଭଳି ଏକ ଦମ୍ପତିଙ୍କୁ ଭେଟିଥିଲା ଆମ କ୍ୟାାମେରା ଟିମ । ଆଉ ସେମାନେ ବି ନିଜ ପରିବାର ବଢ଼ାଇବା ପୂର୍ବରୁ କରୋନା ଭଳି ସଙ୍କଟ କଥା ଭାବି ସମ୍ବେଦନଶୀଳ ହୋଇ ସତର୍କ ହୋଇଛନ୍ତି । ଆଗକୁ

ଆବଶ୍ୟକତା ଅଛି କି ସଟଡାଉନର? | Kanak News

କନକ ବ୍ୟୁରୋ: ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ପୁଣି ଥରେ୍ ଲକଡାଉନ କିମ୍ବା ସଟଡାଉନର ଆବଶ୍ୟକତାକୁ ନେଇ ବିତର୍କ ଆରମ୍ଭ ହୋଇଛି । କିନ୍ତୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ମତରେ ପୁରା ସହରକୁ ଲକଡାଉନ ନକରି କେବଳ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ଏଭଳି କଟକଣା କରାଯାଇପାରେ । ଆଗକୁ ପଢନ୍ତୁ ସେପଟେ ଡାକ୍ତର ଗୁଲେରିଆଙ୍କ ସହ ସହମତ

Top
Bitnami